tweetindex
ES

Kanak News ✓

@kanak_news · Bhubaneswar · joined 28 Feb 2011

Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://t.co/sT71E7spJx YT:https://t.co/6uyWqzbZ4V

841 500Followers
34Following
293 516Posts total
97.3KViews on collected posts

Últimas publicaciones

#ପାଣି_ଘେରରେ_ଆରଆଇ_ଅଫିସ୍ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ବେହାଲ ପୁରୀ ଜିଲ୍ଲା । ପିପିଲି ଆରଆଇ ଅଫିସରେ ଆଣ୍ଠୁଏ ପାଣି । ଅଫିସର ଚତୁଃପାର୍ଶ୍ୱରେ ପାଣି ଭରି ରହିଛି । ତେବେ ଜିଲ୍ଲାରେ କେଉଁଠି ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡ଼ିଛି ତ ଆଉ କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । #KanakNews #puri #pipili #Waterlogging https
2:50
641 views · 0 likes · 0 reposts · 0 replies Open on X →
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #kanaknews #12PMheadlines #Odisha https://t.co/v9I73ZPPlD
1:46
881 views · 0 likes · 0 reposts · 0 replies Open on X →
#ମୁହାଁମୁହିଁ_ଟଙ୍କ_ସୁରେଶ ବନ୍ୟା ସହାୟତାକୁ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଓ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ମୁହାଁମୁହିଁ #KanakNews #tankadharatripathy #SureshPujari https://t.co/P0Sn2rE6JL
4:33
1K views · 1 likes · 0 reposts · 0 replies Open on X →
#୩_ଦିନ_ହେବ_ଚାଲିପାରୁନି_ଗୃହ ବିଧାନସଭା ମୌସୁମୀ ଅଧିବେଶନକୁ ତୃତୀୟ ଦିନ, ଦୁଇଟି ପ୍ରସଙ୍ଗରେ ବିରୋଧୀ ଅଟଳ, ଚାଲିପାରୁନି ଗୃହ #KanakNews #OdishaAssembly https://t.co/fH6e6F2WY3
5:30
1K views · 2 likes · 0 reposts · 0 replies Open on X →
"#ବିରୋଧୀ_ଶେଷ_ଅସ୍ତିତ୍ୱ_ଲଢ଼ୁଛନ୍ତି' କଂଗ୍ରେସ- ବିଜେଡି ଭାଇ ଭାଇ, ତାଙ୍କ ଦୁଇ ଦଳର କୌଣସି ଅସ୍ତିତ୍ୱ ନାହିଁ, ଏବେ ବଞ୍ଚି ରହିବାକୁ ଲଢ଼େଇ କରୁଛନ୍ତି: ଇରାଶିଷ ଆଚାର୍ଯ୍ୟ, ବିଜେପି ବିଧାୟକ #KanakNews #irashishacharya https://t.co/NMcEPH1NUK
3:20
1K views · 1 likes · 0 reposts · 0 replies Open on X →
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #Odisha #11AMHeadlines #KanakNews https://t.co/qM4s0wvUEZ
2:14
4 views · 0 likes · 0 reposts · 0 replies Open on X →
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #Odisha #11AMHeadlines #KanakNews https://t.co/Aqw8NXqLhJ
2:14
698 views · 0 likes · 0 reposts · 0 replies Open on X →
#ବାଲେଶ୍ୱରରେ_ବିଜ୍ଞାନର_ନୂଆ_ଠିକଣା ବିଜ୍ଞାନ କେନ୍ଦ୍ର ପାଇଁ ୫ ଏକର ଜମି, ଜିଲ୍ଲା ପ୍ରଶାସନକୁ ଅନୁରୋଧ । #assembly #Odisha #ShriKrushnaChandraPatra #KanakNews https://t.co/ff3qMcxFzd
5:19
696 views · 0 likes · 0 reposts · 0 replies Open on X →
#ହଙ୍ଗାମାରେ_ଅଟକିଥିଲା_ପ୍ରଶ୍ନକାଳ ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା! ପାଠ୍ୟପୁସ୍ତକ ଓ MMDRକୁ ନେଇ ହଲ୍ଲାବୋଲ । #aseembly #Odisha #KanakNews https://t.co/eon0UvzpwG
4:46
770 views · 0 likes · 0 reposts · 0 replies Open on X →
MMDR ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା : ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗ୍ୟରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି , ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା #OdishaAssembly #MonsoonSession #MMDRBill #TextbookErrors https://t.co/HO1jQbo18X
890 views · 1 likes · 0 reposts · 0 replies Open on X →
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #Odisha #KanakNews #TopNewsOfTheHour #9amHeadlines https://t.co/qpbrUItWHp
2:15
812 views · 1 likes · 0 reposts · 0 replies Open on X →
#ଆଜିଠୁ_ମୌସୁମୀ_ଅଧିବେଶନ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ୯ଟି କାର୍ଯ୍ୟଦିବସରେ ୬ଟି ବିଲ୍ ଆସିବା ସମ୍ଭାବନା #kanaknews #assembly https://t.co/lOGcdgyB0A
5:01
878 views · 1 likes · 0 reposts · 0 replies Open on X →
#ଦୁଲୁଦୁଲି_ଗାଡି_ଦୁର୍ଘଟଣା_ଜଣେ_ମୃତ ସମ୍ବଲପୁର ଜମନକିରା ବାଇବାସ୍ ନିକଟରେ ଦୁଲୁଦୁଲି ବାଜା ଗାଡି ଦୁର୍ଘଟଣା : ଲୁହାପଥର ବୋଝେଇ ଟ୍ରକ ସହ ଧକ୍କା, ଜଣଙ୍କର ମୃତ୍ୟୁ #kanaknews #odisha #mkrt https://t.co/EpabVfmd0j
3:46
866 views · 0 likes · 0 reposts · 0 replies Open on X →
#ଆଉ_ଚାଲିବନି_ଯାତ୍ରୀବାହି_ଭସାପୋଲ ! ଡରାଇଲାଣି ବଡ ବର୍ଷା : ଚିଲିକା ଟାପୁରେ ବଢିଲା ପବନ #kanaknews #odisha #chilika https://t.co/JYiRSMBnq8
3:53
984 views · 0 likes · 0 reposts · 0 replies Open on X →
#ଧସିଲା_ଲୁଣା_ଘେରି_ବନ୍ଧ_ରାସ୍ତା ଲଗାଣ ବର୍ଷାରେ ଧସିଲା ଲୁଣା ଘେରିବନ୍ଧ ରାସ୍ତା : ରାଜନଗରରୁ ଗୋପାଳପୁର ପର୍ଯ୍ୟନ୍ତ ୧୫ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହୋଇଥିଲା ୧୫ କୋଟି #kanaknews #odisha #Kendrapada https://t.co/fOOylOf4wk
4:58
1K views · 1 likes · 0 reposts · 0 replies Open on X →
#ଆସାମ_ଗସ୍ତରେ_ଓଡ଼ିଶା_ଗଣମାଧ୍ୟମ_ପ୍ରତିନିଧି ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ। ବୋଗିବିଲରେ ଅନ୍ତର୍ଦେଶୀୟ ଜଳପଥ ପରିଦର୍ଶନ ସହ ଓଡ଼ିଶାରେ ଏନଡବ୍ଲୁ-୫ର ବିକାଶ ନେଇ କରିଛନ୍ତି ଆଲୋଚନା । #KANAKNEWS #ODISHA #ASAM https://t.co/4BDK6lXwNl
3:27
678 views · 0 likes · 0 reposts · 0 replies Open on X →
#ଆତ୍ମାରାମ_ବସ୍ତିରେ_ଶୋକାକୂଳ_ପରିବେଶ ମଧ୍ୟପ୍ରଦେଶରୁ ଆସି ଭୁବନେଶ୍ବରରେ ପହଁଚିଲା ୭ ଜଣ ଓଡ଼ିଆଙ୍କ ମୃତ ଦେହ : ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିବା ପରେ ନିଆଗଲା ଗାଡ଼କଣ #KANAKNEWS #ODISHA #ODIAFAMILY #Bhubaneswar https://t.co/tTXsaouNbs
5:33
906 views · 0 likes · 0 reposts · 0 replies Open on X →
#କୋଇଲା_ବୋଝେଇ_ଟ୍ରେନରେ_ନିଆଁ କୋଇଲା ବୋଝେଇ ଟ୍ରେନରେ ନିଆଁ। ବାଲେଶ୍ବର ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। #KANAKNEWS #ODISHA #FIRE https://t.co/UkLxPswQFU
4:22
1K views · 1 likes · 0 reposts · 0 replies Open on X →
#ଅଳ୍ପ_ସମୟ_ପାଇଁ_ବାତ୍ୟା ! ବଙ୍ଗୋପସାଗରରେ ବଳ ଗୋଟାଉଛି ସୃଷ୍ଟ ଲଘୁଚାପ : ଆଜି ସୁଦ୍ଧା ନେଇପାରେ ଅବପାତର ରୂପ, ଆସନ୍ତାକାଲି ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଅଧିକ #KANAKNEWS #WeatherUpdate https://t.co/DCYSFYiL94
3:22
1.1K views · 4 likes · 1 reposts · 0 replies Open on X →
#ଋଷ୍_ଉପରେ_ୟୁକ୍ରେନର_ବଡ଼_ଆକ୍ରମଣ ରୁଷ୍-ୟୁକ୍ରେନ୍ ଘମାଘୋଟ ଲଢ଼େଇ ଜାରି : ରୁଷରେ ସଂସଦୀୟ ନିର୍ବାଚନ ବେଳେ ମସ୍କୋ ସମେତ ବିଭିନ୍ନ ସହର ଉପରେ ୟୁକ୍ରେନ୍ ପ୍ରଚଣ୍ଡ ଡ୍ରୋନ୍ ମାଡ଼ #KANAKNEWS #RUSSIA #ukrainian https://t.co/5H18PfUzN5
3:31
1.2K views · 2 likes · 1 reposts · 0 replies Open on X →
#କମ୍ପିବ_ବାରବାଟୀ_ଷ୍ଟାଡିୟମ ଫଟାଫଟ କ୍ରିକେଟରେ କମ୍ପିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ #Odisha #Katak #KanakNews https://t.co/zJifDYGuW9
3:08
1.9K views · 4 likes · 0 reposts · 0 replies Open on X →
#କାଳିଆ_ଭାବରେ_ଭିଜିଲେ_ଦର୍ଶକ ବାହାରେ ଥିଲା ଲଘୁଚାପ ବର୍ଷା, କିନ୍ତୁ ଭିତରେ କାଳିଆ ଭାବରେ ଭିଜିଥିଲେ ଦର୍ଶକ । ଆଜି ଏଭଳି କିଛି ପରିବେଶ ଥିଲା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ #Bhubaneswar #Odisha #KanakNews https://t.co/l98wPL1hVr
5:32
1.3K views · 0 likes · 0 reposts · 0 replies Open on X →
ପାଣି ପାଇଁ ରୋଷେଇ ବନ୍ଦ #Odisha #KanakNEWS https://t.co/aVd2cnqAE9
3:57
1.3K views · 0 likes · 0 reposts · 0 replies Open on X →
ସାବଧାନ ସୁପର ଏଲ୍‌ନିନୋକୁ ନେଇ ବୈଜ୍ଞାନିକ କହିଲେ... #Odisha #India #KanakNews https://t.co/XDw9yBe1yL
5:48
1.4K views · 1 likes · 0 reposts · 0 replies Open on X →
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #Odisha #KanakNews #TopNewsOfTheHour #11pmHeadlines https://t.co/mX0ub3mmd2
2:16
1.3K views · 0 likes · 0 reposts · 0 replies Open on X →
ବରଗଡ଼ରେ ଗୋଷ୍ଠୀ ସଂଘର୍ଷ #Baragada #Odisha #KanakNews https://t.co/DwtndbMcfI
4:38
1.5K views · 0 likes · 0 reposts · 0 replies Open on X →
ଭସାଣ ବେଳେ ଭାସିଗଲେ #Ganjam #Odisha #KanakNews https://t.co/xBrHiZE7wH
4:05
1.3K views · 1 likes · 2 reposts · 0 replies Open on X →
ଦୁର୍ଘଟଣା ନେଲା ୩ ଜୀବନ #Accident #Odisha #KanakNews #Sundargarh https://t.co/FyNRda3FAQ
5:30
1.5K views · 1 likes · 1 reposts · 0 replies Open on X →
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #Odisha #KanakNews #11pmHeadlines https://t.co/g3nVdvwPjw
2:02
1.4K views · 0 likes · 0 reposts · 0 replies Open on X →
#ଆହେ_ନୀଳଶଇଳ_ପାଇଁ_ହାଉସ୍‌ଫୁଲ୍‌ ଭାବ, ଭକ୍ତି ଓ ଲୁହରେ ଦର୍ଶକଙ୍କୁ ଭିଜାଇଲା ‘ଆହେ ନୀଳଶଇଳ’ର ୩୭ତମ ସୋ’। ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଆଜି ଭାବର ସଂଳାପରେ ଗୁଞ୍ଜରି ଉଠିଥିଲା କରତାଳି। ମଞ୍ଚରେ ପ୍ରଦର୍ଶିତ ହୋଇଥିଲା କାଳିଆର ଲୀଳା #Odisha #KanakNews #AheNilaSaila #Bhubaneswar https://t.co/3vWm1lOTnp
2:57
1.5K views · 0 likes · 0 reposts · 0 replies Open on X →

Frente a cuentas del mismo tamaño

85 publicaciones de los últimos 90 días, junto al rango de 100K–1M seguidores. llega a menos gente que cuentas de su tamaño.

Visualizaciones medianas1 143esta cuenta5 983mediana de 100K–1M
Alcance, %0.14%esta cuenta1.49%mediana de 100K–1M
Interacción, %0.00%esta cuenta0.93%mediana de 100K–1M
MétricaEsta cuentaMediana de 100K–1MProporción
Visualizaciones medianas por publicación1 1435 9830.19×
Alcance (visualizaciones ÷ seguidores)0.14%1.49%0.09×
Tasa de interacción0.00%0.93%0.00×

Otras cuentas de este rango →   Comparar con otra cuenta →   Cómo se construyen estas referencias →

Growth & engagement

How the posts we collected actually performed: views and reaction rate post by post, what the audience did with them, and where the follower count goes.

Views per post

98422 Sep
866
878
812
89023 Sep
770
696
698
4
1K24 Sep
1K
1K
881
641

Last 14 collected posts, oldest on the left. The scale is logarithmic: one post can outrun the rest a hundred times over.

Engagement rate per post

0.00%22 Sep
0.00%
0.11%
0.12%
0.11%23 Sep
0.00%
0.00%
0.00%
0.00%
0.10%24 Sep
0.20%
0.10%
0.00%
0.00%

Reactions — likes, reposts, replies and quotes — divided by views. Median for 100K–1M accounts is 0.93%.

What the audience does

Likes78.6%22 in total
Reposts17.9%5 in total
Bookmarks3.6%1 in total

Share of every reaction we collected for this account. Replies mean argument, reposts mean endorsement, bookmarks mean the post was worth keeping.

Followers by day

21 Sep24 Sep

Daily snapshots since 21 Sep 2026; the dashed line is the starting count.

Cuentas similares