tweetindex
ID

H & FW Dept Odisha

@HFWOdisha · Bhubaneshwar, India · joined 29 Jan 2017

Official handle of Health & Family Welfare Department, Government of Odisha. Responsible for public health, health services and medical education in the State.

611 071Followers
98Following
21 553Posts total
34.4KViews on collected posts

Postingan terbaru

ନୂତନ ଦିନ ନୂତନ ଉପଲବ୍ଧି । ଭାରତ ସରକାରଙ୍କ ଜାତୀୟ ସିକଲ୍ ସେଲ୍ ଏନିମିଆ ନିରାକରଣ ମିଶନ୍ ଅଧୀନରେ ଆଜି କଟକ ସ୍ଥିତ SCB ମେଡିକାଲ କଲେଜ ଓ ହସ୍ପିଟାଲଠାରେ ସିକଲ୍ ସେଲ୍ ରୋଗର ଏକ ଅତ୍ୟାଧୁନିକ ଦକ୍ଷତା କେନ୍ଦ୍ର (Centre of Competence – CoC) ଉଦ୍‌ଘାଟିତ ହୋଇଛି। https://t.co/eNFdCNcUKo
5.7K views · 17 likes · 1 reposts · 2 replies Open on X →
ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ କେବଳ ପେଟ ଭରିବା ଯଥେଷ୍ଟ ନୁହେଁ। ସଠିକ୍ ଓ ପୌଷ୍ଟିକ ଆହାର ଅତ୍ୟନ୍ତ ଜରୁରୀ। ତେଣୁ ପିଲାର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏକ ସୁସ୍ଥ ଜୀବନ ଗଢନ୍ତୁ। https://t.co/zMZ8Bdsqc4
6.3K views · 12 likes · 1 reposts · 1 replies Open on X →
ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଭୁବନେଶ୍ୱରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ପକ୍ଷରୁ ୨୦୨୬-୨୭ ବର୍ଷ ପାଇଁ ଯୋଜନା ପ୍ରସ୍ତୁତି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଛନ୍ତି । https://t.co/Bd1i4TIzvK
6.6K views · 9 likes · 0 reposts · 1 replies Open on X →
ମାଟି ହାଣ୍ଡିର ପାଣି କେବଳ ଥଣ୍ଡା ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ। ଗରମ ଦିନରେ ମାଟି ହାଣ୍ଡିର ପାଣି ଶରୀରକୁ ଥଣ୍ଡା ଓ ସତେଜ ରଖିବାରେ ସହାୟକ ହୁଏ। ପାଣି ପିଇବାର ଏହା ଏକ ସରଳ ଓ ପାରମ୍ପରିକ ଉପାୟ। https://t.co/t0gT4aa3bg
8.8K views · 83 likes · 15 reposts · 0 replies Open on X →
ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ନିୟମିତ ଶାରୀରିକ କାର୍ଯ୍ୟକଳାପ ଓ ବ୍ୟାୟାମ ଆବଶ୍ୟକ। ଶାରୀରିକ ସୁସ୍ଥତା ବଜାୟ ରଖିବାରେ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆସନ୍ତୁ, ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ଫିଜିଓଥେରାପିର ଗୁରୁତ୍ୱ ବିଷୟରେ ସଚେତନ ହେବା। #WorldPhysiotherapyDay https://t.co/vZrBfujhkx
7K views · 21 likes · 1 reposts · 0 replies Open on X →

Dibandingkan akun berukuran sama

5 postingan dari 90 hari terakhir, dibandingkan dengan rentang 100K–1M pengikut. di bawah akun sekelasnya baik pada jangkauan maupun interaksi.

Median tayangan6 616akun ini4 872median untuk 100K–1M
Jangkauan, %1.08%akun ini1.68%median untuk 100K–1M
Interaksi, %0.32%akun ini1.22%median untuk 100K–1M
MetrikAkun iniMedian untuk 100K–1MRasio
Median tayangan per postingan6 6164 8721.36×
Jangkauan (tayangan ÷ pengikut)1.08%1.68%0.64×
Tingkat interaksi0.32%1.22%0.26×

Akun lain pada rentang ini →   Bandingkan dengan akun lain →   Bagaimana tolok ukur ini disusun →

Growth & engagement

How the posts we collected actually performed: views and reaction rate post by post, what the audience did with them, and where the follower count goes.

Views per post

7K8 Sep
8.8K
6.6K
6.3K
5.7K

Last 5 collected posts, oldest on the left. The scale is logarithmic: one post can outrun the rest a hundred times over.

Engagement rate per post

0.31%8 Sep
1.11%
0.15%
0.22%
0.35%

Reactions — likes, reposts, replies and quotes — divided by views. Median for 100K–1M accounts is 1.22%.

What the audience does

Likes83.0%142 in total
Reposts10.5%18 in total
Replies2.3%4 in total
Bookmarks4.1%7 in total

Share of every reaction we collected for this account. Replies mean argument, reposts mean endorsement, bookmarks mean the post was worth keeping.

The follower curve appears once this account has two daily snapshots — we take one a day, and this one is on its first.

Akun serupa