tweetindex

Mohan Charan Majhi @MohanMOdisha · 18 Aug 2026

ବନ୍ୟା ପ୍ରଭାବିତଙ୍କ ସୁରକ୍ଷା, ରିଲିଫ୍ ଓ ପୁନରୁଦ୍ଧାରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ପରିବାରଙ୍କ ଜନଜୀବନକୁ ସ୍ୱାଭାବିକ କରିବା, ପୁନରୁଦ୍ଧାର ଓ କ୍ଷତିପୂରଣ ପାଇଁ ₹୧,୦୦୦ କୋଟିର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି । https://t.co/wqFrW8DeY8
10 307Views
86Likes
19Reposts
36Replies
2Quotes
2Bookmarks

Is that a lot?

44.4×vs this author's median232 views is typical
82Percentile for this authorof 11 recent posts
1.72×vs 100K–1M median5 994 views is typical
9.04%Reachviews ÷ followers
1.39%Engagement rateof viewers reacted

Compare with the benchmark table →

Open on X →