Naveen Patnaik @Naveen_Odisha · 30 Aug 2026
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶ ସ୍ବାଧୀନତା ସଂଗ୍ରାମରେ ତାଙ୍କର ସକ୍ରିୟ ଯୋଗଦାନ, ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ କଲ୍ୟାଣ ଦିଗରେ ତାଙ୍କର ପଦକ୍ଷେପ ସର୍ବଦା ପ୍ରେରଣାଦାୟୀ। https://t.co/mjSSHsXbPP
11 804Views
284Likes
103Reposts
44Replies
1Quotes
1Bookmarks
Is that a lot?
10.8×vs this author's median1 091 views is typical
54Percentile for this authorof 11 recent posts
0.18×vs 1M–10M median66 438 views is typical
0.33%Reachviews ÷ followers
3.66%Engagement rateof viewers reacted