Saptagiri Ulaka @saptagiriulaka · 02 Sep 2026
କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପକ ତୁରୁକଙ୍କ ପିଉସୀ ଶ୍ରୀମତୀ କୃପାମଣି ରତି ନାଏକଙ୍କ ବିୟୋଗରେ ମୁଁ ଗଭୀର ଭାବରେ ଦୁଃଖିତ। ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଓଁ ଶାନ୍ତି https://t.co/0WKDCBGGa3
529Views
7Likes
2Reposts
2Replies
0Quotes
0Bookmarks
Is that a lot?
0.52×vs this author's median1 012 views is typical
0Percentile for this authorof 6 recent posts
0.18×vs 10K–100K median2 896 views is typical
2.07%Reachviews ÷ followers
2.08%Engagement rateof viewers reacted