tweetindex

Sambad (ସମ୍ବାଦ) @sambad_odisha · 03 Sep 2026

#ଅଭିନବ_ପ୍ରତିବାଦ #ପାଣି_କାଦୁଅରେ_ଶୋଇଲେ_ଯୁବକ ପାଣି କାଦୁଅ ଭରା ରାସ୍ତାରେ ଶୋଇ ପଡ଼ିଲେ ଯୁବକ । ରାସ୍ତାର ଦୁର୍ଦ୍ଦଶା ବିରୋଧରେ ଏମିତି ଅଭିନବ ପ୍ରତିବାଦ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ହାଇଦ୍ରାବାଦର ଗାଉଲିଗୁଡ଼ା ନିକଟ ଇମିଲିବୁନ୍–ପୁତଲିବାଉଲି ରାସ୍ତାରେ ଘଟିଛି ଏଭଳି ଘଟଣା । #HyderabadNews #PotholeProtest #UniqueProtest https://t.co/GAD9YsKbu2
568Views
0Likes
0Reposts
0Replies
0Quotes
0Bookmarks

Is that a lot?

1.00×vs this author's median568 views is typical
40Percentile for this authorof 5 recent posts
0.03×vs 100K–1M median22 159 views is typical
0.12%Reachviews ÷ followers
0.00%Engagement rateof viewers reacted

Compare with the benchmark table →

Open on X →