tweetindex
EN

Pranab Prakash Das

@pranabpdas · Jajpur / Bhubaneswar · joined 14 Dec 2015

Biju Janata Dal

157 686Followers
8Following
3 220Posts total
56.4KViews on collected posts

Latest posts

@pranabpdas ଜଣେ ସୁସଙ୍ଗଠକ ନାରୀନେତ୍ରୀ କୁ ପିପିଲି ହରାଇଲା 5 views · 1 likes · 1 reposts · 0 replies Open on X →
ଦଳ ଜଣେ ନିଷ୍ଠାବାନ ନେତ୍ରୀଙ୍କୁ ହରାଇଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଓଁ ଶାନ୍ତି 🙏 134 views · 5 likes · 1 reposts · 1 replies Open on X →
ପିପିଲି ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ରାଧାମଣି ପ୍ରଧାନଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସମୟରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଦଳର ସଙ୍ଗଠନକୁ ମଜଭୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ। 7.7K views · 30 likes · 2 reposts · 5 replies Open on X →
@pranabpdas ତାଙ୍କ ଅମର ଆତ୍ମା ଶାନ୍ତି ପ୍ରାପ୍ତ ହେଉ 935 views · 1 likes · 0 reposts · 0 replies Open on X →
ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି 🙏 1.2K views · 4 likes · 2 reposts · 1 replies Open on X →
ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଦଳକୁ ସୁସଂଗଠିତ କରିବା ପାଇଁ ସେ କରିଥିବା ତ୍ୟାଗ ସଦା ସ୍ମରଣୀୟ ରହିବ। ତାଙ୍କ ବିୟୋଗରେ ଦଳ ଜଣେ ସମର୍ପିତ ଜନନେତ୍ରୀଙ୍କୁ ହରାଇଲା। 42.5K views · 39 likes · 5 reposts · 7 replies Open on X →
ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପବିତ୍ର ପୂଜା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶ ତଥା ରାଜ୍ୟ ନିର୍ମାଣରେ ଅହରହ ଝାଳ ବୁହାଉଥିବା ଆମର ନିଷ୍ଠାବାନ ଶ୍ରମିକ, କାରିଗର ଓ ଶ୍ରମଜୀବୀ ଭାଇଭଉଣୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ପ୍ରତି କୃତଜ୍ଞତା ଜଣାଉଛି। https://t.co/ntJdrABXAA
1.4K views · 36 likes · 2 reposts · 1 replies Open on X →
ଓଡ଼ିଶାର ମହାନ ଗଣପର୍ବ, ଆମ କଳା-ସଂସ୍କୃତି ଓ ଭାଇଚାରାର ପ୍ରତୀକ ପବିତ୍ର ‘ନୂଆଁଖାଇ’ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା' ସମଲେଇଙ୍କ କୃପାରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ସମସ୍ତଙ୍କୁ ନୂଆଁଖାଇ ଜୁହାର୍🙏🏻 #NuakhaiJuhar https://t.co/ZFcmWin9ET
1.4K views · 54 likes · 3 reposts · 3 replies Open on X →
"ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ, ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା॥" ପବିତ୍ର ଗଣେଶ ଚତୁର୍ଥୀରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ଶ୍ରୀଗଣେଶଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରୁ ବାଧାବିଘ୍ନ ଦୂର ହେଉ। #GaneshChaturthi https://t.co/NNnMIR2rEF
1.2K views · 19 likes · 1 reposts · 1 replies Open on X →

Against accounts of the same size

9 posts from the last 90 days, next to the 100K–1M follower range. reaches fewer people than peers, but engages them much harder.

Median views1 240this account5 983median for 100K–1M
Reach, %0.79%this account1.49%median for 100K–1M
Engagement, %1.79%this account0.93%median for 100K–1M
MetricThis accountMedian for 100K–1MRatio
Median views per post1 2405 9830.21×
Reach (views ÷ followers)0.79%1.49%0.53×
Engagement rate1.79%0.93%1.93×

Others in this range →   Compare with another account →   How these benchmarks are built →

Growth & engagement

How the posts we collected actually performed: views and reaction rate post by post, what the audience did with them, and where the follower count goes.

Views per post

1.2K14 Sep
1.4K15 Sep
1.4K17 Sep
42.5K
1.2K
93518 Sep
7.7K19 Sep
134
520 Sep

Last 9 collected posts, oldest on the left. The scale is logarithmic: one post can outrun the rest a hundred times over.

Engagement rate per post

1.79%14 Sep
4.31%15 Sep
2.88%17 Sep
0.12%
0.56%
0.11%18 Sep
0.48%19 Sep
5.22%
40.00%20 Sep

Reactions — likes, reposts, replies and quotes — divided by views. Median for 100K–1M accounts is 0.93%.

What the audience does

Likes83.6%189 in total
Reposts7.5%17 in total
Replies8.4%19 in total
Bookmarks0.4%1 in total

Share of every reaction we collected for this account. Replies mean argument, reposts mean endorsement, bookmarks mean the post was worth keeping.

The follower curve appears once this account has two daily snapshots — we take one a day, and this one is on its first.

Similar accounts